କାଗତଚକି Kāgatachaki

  • ଦେ. ବି — କାଗଜଚକି; ଘୂଡ଼ୀ — Paper kite
  • ଦେ. ବି — ସପ୍ରେମ ନୟନ ସେହି ଦିଗକୁ ଟେକି, ନିରେଖେ କାଗତଚକି ଯଥା କୁତୁକୀ। ଭଞ୍ଜ, ଲାବଣ୍ୟବତୀ।