କାଗଜ କରିବା Kāgaja karibā

  • ଦେ. କ୍ରି — କାଗଜ ପ୍ରସ୍ତୁତ କରିବା — To manufacture paper
  • ଦେ. କ୍ରି — ହିସାବପତ୍ର ପ୍ରସ୍ତୁତ କରିବା — To prepare accounts
  • ଦେ. କ୍ରି — ରେଜିଷ୍ଟରୀ ଆଦି ବହିରେ କୌଣସି ବ୍ଯକ୍ତିର ନାମ ପୂରଣ କରିବା — To enter a persons name in a register
  • ଦେ. କ୍ରି — କୌଣସି ଦଲିଲ ସମ୍ପାଦନ କରିବା — To execute a document
  • ଦେ. କ୍ରି — କୌଣସି ବିଷୟକୁ ଲେଖିବା; ଲିପିବଦ୍ଧ କରିବା — 6. To enter a thing in black and white; to record a matter on paper