କାଖବାଳିଆ Kākhabāḻiā
- ଦେ. ବିଣ ପୁଂ. (ସଂ. କକ୍ଷ+ବାଳ) — ଯାହା କାଖରେ ବାଳ ଜନ୍ମିଥାଏ; ଅଧିକବୟସ୍କ — 1. Elderly; grown up
- ଦେ. ବିଣ ପୁଂ. (ସଂ. କକ୍ଷ+ବାଳ) — କାଖବାଳିଆ ଚାଟକୁ କାଠଫାଳିଆ ପାହାର। ଢଗ।
- ଦେ. ବିଣ ପୁଂ. (ସଂ. କକ୍ଷ+ବାଳ) — ଯାହା କାଖ ସନ୍ଧିରେ ବହୁତ ବାଳ ଥାଏ — Having a luxurious growth of hair in the armpit