କାକୂକ୍ତି Kākūkti

  • ସଂ. ବି. ( 3 ୟା ତତ୍ପୁରୁଷ; କାକୁ+ଉକ୍ତି) — ବକ୍ରୋକ୍ତି — Irony
  • ସଂ. ବି. ( 3 ୟା ତତ୍ପୁରୁଷ; କାକୁ+ଉକ୍ତି) — କାତରୋକ୍ତି — Entreaty; supplication
  • ସଂ. ବି. ( 3 ୟା ତତ୍ପୁରୁଷ; କାକୁ+ଉକ୍ତି) — ଭୟାର୍ତ୍ତଧ୍ୱନି — Groan; scream
  • ସଂ. ବି. ( 3 ୟା ତତ୍ପୁରୁଷ; କାକୁ+ଉକ୍ତି) — ଖେଦୋକ୍ତି — An exclamation of grief