କାକୁସ୍ତ Kākusta
- ଗ୍ରା. ବି. — କାକୁତି (ଦେଖ) — Kākuti (See)
- ଗ୍ରା. ବିଣ. (ସଂ. କାକୂକ୍ତି) — ବିନୀତ — Entreating; supplicating; humbled
- ଗ୍ରା. ବିଣ. (ସଂ. କାକୂକ୍ତି) — ଉତ୍କଣ୍ଠିତ — Anxious
- ଗ୍ରା. ବିଣ. (ସଂ. କାକୂକ୍ତି) — କାତର; ଭୟତ୍ରସ୍ତ — Distressed; troubled
- ଗ୍ରା. ବିଣ. (ସଂ. କାକୂକ୍ତି) — କାକୁସ୍ତ ନିଷ୍ଠୁରବାଣୀ ଶୁଣି ଦେବୀ ଠାକୁରାଣୀ ଆଜ୍ଞା ଦେଲେ ହେଉ ତୋର ପୁରୁଷ ଅଙ୍ଗ। ପ୍ରାଚୀ, ପ୍ରତାପ ଶଶିସେଣା।
- ଗ୍ରା. ବିଣ. (ସଂ. କାକୂକ୍ତି) — ସବିନୟ ପ୍ରାର୍ଥନାକାରୀ — Entreating