କାକା Kākā
- ସଂ. ବି. (ଧ୍ୱନ୍ୟର୍ଥକ)— କାକର ରାବ; କାଆ କାଆ ଶବ୍ଦ — The cawing note of a crow
- ସଂ. ବି. କାକଜଘାଂ (ଦେଖ) — Kākajaṅghā (See)
- ପ୍ରାଦେ. (ମେଦିନୀପୁର, ସମ୍ବଲପୁର, ସିଂହଭୂମ; ବି. ତୁଳ. ବଂ. କାକା; ସଂ. କର୍କ) ବି. ପୁଂ. — କନିଷ୍ଠ ପିତୃବ୍ୟ; କକେଇ; ଖୁଡ଼ୁତା — Father's younger brother; paternal uncle
- ପ୍ରାଦେ. (ମେଦିନୀପୁର, ସମ୍ବଲପୁର, ସିଂହଭୂମ; ବି. ତୁଳ. ବଂ. କାକା; ସଂ. କର୍କ) ବି. ପୁଂ. — [ଦ୍ର—ହିନ୍ଦିରେ କନିଷ୍ଠ ଓ ଜ୍ୟେଷ୍ଠ ପିତୃବ୍ୟ ଉଭୟଙ୍କୁ କାକା କହନ୍ତି, ବଙ୍ଗଳାରେ କେବଳ କନିଷ୍ଠ ପିତୃବ୍ୟକୁ କାକା କହନ୍ତି।]