କାକଳୀ Kākalī
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ମଧୁର ଅସ୍ପଷ୍ଟ ଧ୍ୱନି — Pleasant inarticulate note
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ପକ୍ଷୀମାନଙ୍କର ସୂକ୍ଷ୍ମ ମଧୁର ଧ୍ୱନି — Low sweet chirping of birds
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ମୟୂର ଧ୍ୱନି — The crowing of the peacock
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ଦୂରସ୍ଥିତ ଯନ୍ତ୍ରସମୂହର ଏକତ୍ରୀଭୂତ ମଧୁର ଧ୍ୱନି — The melody of many instruments heard from a distance
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ବାଦ୍ୟ ଯନ୍ତ୍ରବିଶେଷ — A symphonious instrument
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — [ଦ୍ର—ମନୁଷ୍ୟ ନିଦ୍ରିତ ଅଛି କି ନାହିଁ ପରୀକ୍ଷା କରିବା ପାଇଁ ଏ ଯନ୍ତ୍ର ବଜାଯାଏ।]
- ସଂ. ବି. ସ୍ତ୍ରୀ (କୁ=ଈଷତ୍+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଇନ; କୁ ସ୍ଥାନରେ କା ଆଗମ) — ରତ୍ନବିଶେଷ — Name of a kind of gem