କାକତୁଣ୍ଡୀ Kākatunḍī

  • ସଂ. ବି. (କାକ=ଈଷତ୍ ଜଳ+ତୁଣ୍ଡ ଧାତୁ=ବଧ କରିବା+ଅ+ସ୍ତ୍ରୀ. ଈ) — କାକତୁଣ୍ଡିକା (ଦେଖ) — Kākatuṇḍikā (See)
  • ସଂ. ବି. (କାକ=ଈଷତ୍ ଜଳ+ତୁଣ୍ଡ ଧାତୁ=ବଧ କରିବା+ଅ+ସ୍ତ୍ରୀ. ଈ) — ରାଜଯୋଗ୍ୟ ପିତ୍ତଳ; ଗିଲ୍ଟି କରାଯାଇଥିବା ପିତ୍ତଳ — Gilt brass