କାକତୀର୍ଥ Kākatīrtha

  • ସଂ. ବି — ଅଇଁଠା ବା ମଇଳା ଜମାହେବା ସ୍ଥାନ; ଯେଉଁଠାରେ କୁଆମାନେ ରୁଣ୍ଡ ହୁଅନ୍ତି — A place where refuse is heaped up or strewn
  • ସଂ. ବି — ନିଶ୍ଚୟ କାକତୀର୍ଥ ସେହି, ସେ ଜଳେ କେବା ଅବଗାହୀ। ଜଗନ୍ନାଥ. ଭାଗବତ।