କାକତାଳୀୟ Kākatāḻīya

  • ସଂ. ବିଣ. (କାକ+ତାଳ+ତୁଲ୍ୟାର୍ଥେ. ଈୟ) — ଯେଉଁ ସ୍ଥାନରେ କାର୍ଯ୍ୟକାରଣ ସମ୍ବନ୍ଧରହିତ ସମସାମୟିକ ଦୁଇଟି ଘଟନା ମଧ୍ୟରେ କାର୍ଯ୍ୟକାରଣ ସମ୍ବନ୍ଧ ଆରୋପଣ କରାଯାଏ; କାକ ଓ ତାଳ ସମ୍ବନ୍ଧୀୟ — Fortuitous; founded upon an argument based on fortuitous concurrence of events
  • ସଂ. ବିଣ. (କାକ+ତାଳ+ତୁଲ୍ୟାର୍ଥେ. ଈୟ) — ହଠାତ୍ କୃତ (ଦୁଇ ଘଟନା) — Suddenly performed (two acts)
  • ସଂ. ବିଣ. (କାକ+ତାଳ+ତୁଲ୍ୟାର୍ଥେ. ଈୟ) — ଯୁଗପତ୍ ସମ୍ପାଦିତ (ଦୁଇ ଘଟନା) — Simultaneously occurring