କାକତନ୍ଦ୍ରା Kākatandrā

  • ସଂ. ବି. ( 6 ଷ୍ଠୀ ତତ୍; କାକ+ତନ୍ଦ୍ରା) — କାକର ନିଦ୍ରା ପରି ଈଷତ୍ ନିଦ୍ରା — Light sleep or slumber easily disturbed
  • ସଂ. ବିଣ. ସ୍ତ୍ରୀ. (କାକତନ୍ଦ୍ର+ଆ) — କାକତନ୍ଦ୍ରର ସ୍ତ୍ରୀ ଲିଙ୍ଗ — Feminine of Kākatandra