କାକତଚକି Kākatachaki

  • ଦେ. ବି. (ଫା. କାଫଜ+ସଂ. ଚକ୍ର) — ଗୋଲାକାର କାଗଜଖଣ୍ଡ — A round piece of paper
  • ଦେ. ବି. (ଫା. କାଫଜ+ସଂ. ଚକ୍ର) — ପିଲାମାନେ ଯେଉଁ କାଗଜ ଘୁଡ଼ି ଉଡ଼ାନ୍ତି — Paper kites flown by children in sport
  • ଦେ. ବି. (ଫା. କାଫଜ+ସଂ. ଚକ୍ର) — ବହୁତ କାକତଚକି ରଜ୍ଜୁଧୃତ କୁତୁକୀ କି ଦୃଷ୍ଟିଶାଳୀ ସେ, ବିଦୂଷେ। ଭଞ୍ଜ, ବୈଦେହୀଶବିଳାସ।