କାକଚିଞ୍ଚା Kākachin̄chā

  • ସଂ. ବି. (ବହୁବ୍ରୀହି; କୁଆ+ଚିଞ୍ଚା=କୃଷ୍ଣବର୍ଣ୍ଣ; ଯାହାର ଅଗ୍ରଭାଗ କୁଆର ବର୍ଣ୍ଣ ପରି କଳା) — ଗୁଞ୍ଜା (ଫଳ ଓ ଲତା); କାଇଞ୍ଚ — Name of 2 varieties of black tipped pea-like (red or white) podded berries of a creeper; Abrus Precterius
  • ସଂ. ବି. (ବହୁବ୍ରୀହି; କୁଆ+ଚିଞ୍ଚା=କୃଷ୍ଣବର୍ଣ୍ଣ; ଯାହାର ଅଗ୍ରଭାଗ କୁଆର ବର୍ଣ୍ଣ ପରି କଳା) — କଣ୍ଟେଇକୋଳି ଗୁଳ୍ମ — The prickly Night- shade; Capparis Sepiaria (plant)
  • ସଂ. ବି. (ବହୁବ୍ରୀହି; କୁଆ+ଚିଞ୍ଚା=କୃଷ୍ଣବର୍ଣ୍ଣ; ଯାହାର ଅଗ୍ରଭାଗ କୁଆର ବର୍ଣ୍ଣ ପରି କଳା) — ଅକଣ୍ଟକ ଗୁଳ୍ମବିଶେଷ; କାକମାଚୀ — Solamum Nigrum (Plant)