କାକଚକ୍ଷୁ Kākachakshu

  • ସଂ. ବିଣ. (ବହୁବ୍ରୀହି; କାକ+ଚକ୍ଷୁ) — ଟେରା — Squint-eyed
  • ସଂ. ବିଣ. (ବହୁବ୍ରୀହି; କାକ+ଚକ୍ଷୁ) — [ଦ୍ର—ପ୍ରବାଦ ଅଛି ଯେ, ବନବାସ କାଳରେ ସୀତାଙ୍କର ରଙ୍ଗ ଅଧରକୁ ମାଂସଖଣ୍ଡ ଭ୍ରମରେ କାକ ଖୁମ୍ପି ଦେବାରୁ ସୀତାଙ୍କ ଅଭିଶାପରେ କାକ ଏକଆଖିଆ ଓ ଟେରା ହୋଇଗଲା।]