କାଉସାପ Kāusāpa

  • ପ୍ରାଦେ. (ଗଡ଼ଜାତ) ବି — ଏଣ୍ଡୁଅ ସଦୃଶ ଏକପ୍ରକାର ସରୀସୃପ — A kind of ant eater found in the Feudatory State of Orissa
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ଜିଭ ପ୍ରାୟ ହାତେ ଲମ୍ବ; ଏ କୁଆ ପରି ବୋବାଏ; ଏହାର ଗୋଡ଼ ଅଛି। ଏହାର ଜିଭ ଦେହରେ ବାଜିଲା ମାତ୍ରେ ଘାଆ ହୋଇଯାଏ।]