କାଉଳା Kāuḻā
- ଦେ. ବି. (ସଂ. ଆକୁଳ) — ମନର ବ୍ୟସ୍ତତା; କ୍ଷୋଭ — Mental trouble; perturbation; agitation; botheration
- ଦେ. ବି. (ସଂ. ଆକୁଳ) — ଉଦ୍ବେଗ; ମାନସିକ ଚାଞ୍ଚଲ୍ୟ; ମନର ଅସ୍ଥିରତା — Restlessness of mind
- ଦେ. ବିଣ. — ବ୍ୟସ୍ତ; କ୍ଷୁବ୍ଧ; ସଂତ୍ରସ୍ତ — Perturbed; troubled; agitated
- ଦେ. ବିଣ. — ଚାଞ୍ଚଲ୍ୟଯୁକ୍ତ — Restless