କାଉଁରିହାଡ଼ Kāuñrihāṟḍ̠a

  • ଦେ. ବି — କୁମାରୀର ଅସ୍ଥି — The bone of a virgin which is said to be very efficacious in being used as charm
  • ଦେ. ବି — [ଦ୍ର—ଏହି ଅସ୍ଥି ଅଭିମନ୍ତ୍ରିତ ହେଲେ ଗାରଡ଼ି ବିଦ୍ୟା ବଳରେ ଏହାଦ୍ୱାରା ଅସାଧ୍ୟସାଧନ ହୁଏ।]