କାଉଚିଆ Kāuchiā
- ଦେ. ବି. — କୋଚିଆ — Eel
- ଦେ. ବି. — ଏକଜାତୀୟ ନିର୍ବିଷ, ସାପ — A kind of non-poisonous serpent
- ଦେ. ବି. — ଘୋଡ଼ାମାନଙ୍କର ଗତିବିଶେଷ — Curved motion of horses
- ଦେ. ବି. — ଡିଆଁ ଘୋଡ଼ା କାଉଚିଆ ଭଙ୍ଗୀକି ଜାଣନ୍ତି, ଯୁଦ୍ଧକାଳେ କେବେହେଁ କାତର ନୁହନ୍ତି। କୃଷ୍ଣସିଂହ, ମହାଭାରତ।
- ଦେ. ବି. — ଲତାବିଶେଷ — A kind of creeper
- ଦେ. ବିଣ. ବଙ୍କାଢଙ୍କା — Curved
- ଦେ. ବିଣ. ଅଣଓସାରିଆ ଓ ବଙ୍କା (ରାସ୍ତା) — Narrow and curved (path)