କାଉଗୋଡ଼ିଆ Kāugoṟḍ̠iā

  • ଗ୍ରା. ବି. — ସନ୍ତସନ୍ତିଆ ଛାୟାଯୁକ୍ତ ସ୍ଥାନରେ ହେବା ଘାସ — A kind of hard stemmed grass; Oplismenus Composilus; Oplimensus Burman
  • ଗ୍ରା. ବି. — [ଦ୍ର—ଏହାକୁ ଘୋଡ଼ା ଗୋରୁ ଆଦି ଖାଇ ପାରନ୍ତି ନାହିଁ।]
  • ଦେ. ବିଣ. ପୁଂ. — ଯାହାର ଗୋଡ଼ କୁଆ ଗୋଡ଼ ପରି କ୍ଷୀଣ ଓ ସରୁ — Having very thin and long legs