କାଉକାଉ ହେବା Kāukāu hebā

  • ଦେ. କ୍ରି — କୁଆ ଭଳି ଶବ୍ଦ କରିବା; କାଆ କାଆ ହେବା — To caw like a crow
  • ଦେ. କ୍ରି — ଗୋଳମାଳିଆ ପାଟି କରିବା; ଗୋଳ କରିବା; ବହୁ— ଭାଷଣ କରିବା — To make a jarring noise (eg. a multitude of persons assembled); to raise an outery