କାଉଁରି Kāuñri
- ଦେ. ବି. (ସଂ.ସ୍କନ୍ଦ+ଭାର) — ଗଉଡ଼ମାନଙ୍କ ବ୍ଯବହୃତ ଏକପ୍ରକାର ବାଡ଼ି — A kind of stick used by cowherds
- ଦେ. ବି. (ସଂ.ସ୍କନ୍ଦ+ଭାର) — ଗୋପାଳପୁରଯାକ ରୁଣ୍ଡ ହୋଇବା, କରେ କାଉଁରି ଲଉଡ଼ି ଧରିବା। ଭକ୍ତଦାସ, ଗୋପୀଭାଷା।
- ଦେ. ବି. (ସଂ.ସ୍କନ୍ଦ+ଭାର) — କୁମାରୀ — A virgin; unmarried girl
- ଦେ. ବି. (ସଂ.ସ୍କନ୍ଦ+ଭାର) — (ସଂ. କାମରୂପ)—ଆସାମର କାମରୂପ ଦେଶ — The country of Kāmarūpa in Assam famous as a country of magicians
- ଦେ. ବି. (ସଂ.ସ୍କନ୍ଦ+ଭାର) — [ଦ୍ର—ଏଠା ଲୋକେ ଗାରଡ଼ି ବିଦ୍ୟାରେ ନିପୁଣ ବୋଲି ପ୍ରସିଦ୍ଧି ଅଛି।]