କାଇ ବସ୍ତ୍ର Kāibastra

  • ଦେ. ବି. (ସଂ. କଷାୟ ବସ୍ତ୍ର) — ଗେରୁଆ ଲୁଗା — Coloured cloth
  • ଦେ. ବି. (ସଂ. କଷାୟ ବସ୍ତ୍ର) — ଊର୍ଦ୍ଧ୍ୟରେତା ଋଷି ସେ ଅଠାଶୀ ସହସ୍ର, ତହିଁରେ ରହିଛନ୍ତି ପିନ୍ଧି କାଇବସ୍ତ୍ର—କୃଷ୍ଣସିଂହ, ମହାଭାରତ, ସଭା।