କାଂସବାଂସ Kāṁsabāṁsa

  • ଦେ. ବି. (ସଂ. କଂସାବତୀ) — ବାଲେଶ୍ୱର ଜିଲ୍ଲାର ଉତ୍ତରରେ ପ୍ରବାହିତ ନଦୀ (ସୋର ଗ୍ରାମ ଏ ନଦୀ କୂଳରେ ଅବସ୍ଥିତ) — Name of a small river in the north of Balasore district
  • ଦେ. ବି. (ସଂ. କଂସାବତୀ) — କାଂସବାଂସ ନାମେ ସୋରକଣ୍ଠେ ଗଜ ମୁକୁତାହାର । ରାଧାନାଥ, ଉଷା।