କାଁସୁଲା Kāñsulā
- ଦେ. ବି. (ବଣିଆ ଶଦ୍ଦ) — କଂସାରେ ତିଆରି ଯନ୍ତ୍ରବିଶେଷ — A bell metal plate with holes through which metal wires are drawn out
- ଦେ. ବି. (ବଣିଆ ଶଦ୍ଦ) — [ଦ୍ର—ଏଥିରେ ଛୋଟ ବଡ଼ ଅନେକ ଛିଦ୍ର ଥାଏ, ଏ ଛିଦ୍ର— ମାନଙ୍କ ମଧ୍ୟଦେଇ ସୁନା ରୂପା ଆଦିର ତାର ଟଣାଯାଏ।]
- ଦେ. ବି. (ବଣିଆ ଶଦ୍ଦ) — କାଂସୁଲି (ଦେଖ) — Kāṁsuli (See)