କହୁଣିମାଡ଼ୁଆ Kahuṇimāṟḍ̠uā
- ଦେ. ବିଣ. ପୁଂ — କହୁଣିରେ ମାଡ଼ ଖାଇବା ଉପଯୁକ୍ତ — Deserving to be beaten or struck with the elbows
- ଦେ. ବିଣ. ପୁଂ — ଯେ ସର୍ବଦା କହୁଣିମାଡ଼ ଖାଏ ବା ଖାଇବାରେ ଅଭ୍ୟସ୍ତ — One who is often punished or is accustomed to be punished with blows of the elbow