କହୁଣିଆ Kahuṇiā
- ଦେ. ବି. (ସଂ. କଫୋଣି+ଆଘାତ) — କହୁଣିମାଡ଼; କହୁଣିଦ୍ୱାରା ଆଘାତ ବା ଠେଲା — A push or blow by the elbow
- ଦେ. ବି. (ସଂ. କଫୋଣି+ଆଘାତ) — (ଏହା କହୁଣି ପରି କୋଣଯୁକ୍ତ ଥିବାରୁ) ପିଣ୍ଡା ଖୁଣ୍ଟ ମଝିରୁ ଯେଉଁ କାଠ ଖଣ୍ଡକ କର୍ଣ୍ଣଭାବରେ ବାହାରି ଘରର ପିଣ୍ଡା ପାଖ ଚାଳକୁ ଟେକି ଧରିଥାଏ; ତିରିବିଣି — A piece of wood which projects from the pillar of the outer wall of a house and supports diagonally the outer veranda-plate; a projecting strut or brace diagonally supporting the veranda plate of a thatch
- ଦେ. ବିଣ — କହୁଣିମାଡ଼ଖିଆ (ବ୍ଯକ୍ତି) — Deserving to get blows by the elbow