କହୁଣି ମାରିବା Kahuṇi māribā

  • ଦେ. କ୍ରି. — କହୁଣିଦ୍ୱାରା ଆଘାତ କରିବା — To deal a blow with the elbow
  • ଦେ. କ୍ରି. — ତୋ ପିଲାଟି ବଡ଼ ଦୁଷ୍ଟ କହୁଣି ମାରଇ ରୁଟୁ ରୁଟୁ—ଦୂର୍ ପଳା। ଟିପାଟିପି କାହାଣୀ।