କହିବୁଲିବା Kahibulibā

  • ଦେ. କ୍ରି. — ବାହାରେ ବହୁ ସ୍ଥାନରେ ପ୍ରକାଶ କରିବା — To publish a matter broadcast; to proclaim a matter
  • ଦେ. କ୍ରି. — ମହତ ଲୋକମାନେ ମହତ୍ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖର୍ଚ୍ଚହେଲା କହି ବୁଲନ୍ତି ନାହିଁ—ଫକୀରମୋହନ, ଛମାଣଆଠଗୁଣ୍ଠ।