କହି ହେବା Kahi hebā
- ଦେ. କ୍ରି. — ଆପେ ଆପେ କହିବା — To proclaim one's self; to boast to brag
- ଦେ. କ୍ରି. — ଅଯାଚିତଭାବରେ କହିବା — To speak unasked
- ଦେ. କ୍ରି. — କଥିତ ହେବା; ବର୍ଣ୍ଣିତ ହେବା — To be spoken; to be described
- ଦେ. କ୍ରି. — (ଯଥା—ତାକୁ ଏପରି ଦୁଃଖ ପଡ଼ିଛି ଯେ ତାହା କହି ହେବ ନାହିଁ)
- ଦେ. କ୍ରି. — (ବହୁଲୋକ) ପରସ୍ପର କଥାଭାଷା ହେବା — (many persons) To talk amongst themselves
- ଦେ. କ୍ରି. — ଏମନ୍ତ ବୋଲି କହି ହୁଅନ୍ତେ ଯେଝା ତୁଣ୍ତେ କହୁଁ କହୁଁ ଅସୁରେ ବୁଲିଲେ ରାଜଦାଣ୍ଡେ—ପୀତାମ୍ବର, ନୃସିଂହପୁରାଣ।