କହାଯିବା Kahāj̄ibā

  • ଦେ. କ୍ରି. (କହିବାର କର୍ମବାଚ୍ୟରେ ରୂପ) — ବୋଲାଯିବା; କୁହାଯିବା; କଥିତ ହେବା — To be spoken
  • ଦେ. କ୍ରି. (କହିବାର କର୍ମବାଚ୍ୟରେ ରୂପ) — [ଦ୍ର—ଓଡ଼ିଆରେ କର୍ତ୍ତୃବାଚ୍ୟରେ 'କହିବା' ଓ କର୍ମ— ବାଚ୍ୟରେ ' କୁହାଯିବା' ବ୍ଯବହୃତ ହୁଏ; କିନ୍ତୁ କେତେକ ଆଧୁନିକ ସାହିତ୍ୟିକ 'କୁହାଯାଏ', 'କୁହାକୋହି' ଓ 'କୁହାବୋଲା' ସ୍ଥଳରେ 'କହାଯାଏ', 'କହାକହି' ଓ 'କହାବୋଲା' ବ୍ଯବହାର କରନ୍ତି କିନ୍ତୁ ଓଡ଼ିଆରେ 'କୁହା' ଶବ୍ଦର ବିସ୍ତର ବ୍ଯବହାର ଅଛି।]