କହଣା ନ ଯିବା Kahaṇā na j̄ibā

  • ଗ୍ରା. (ପ୍ରାଚୀନ ପଦ୍ଯ) କ୍ରି — ବାକ୍ୟଦ୍ୱାରା ପ୍ରକାଶିତ ହୋଇ ନ ପାରିବା — Not to be expressible by words; to be unspeakable
  • ଗ୍ରା. (ପ୍ରାଚୀନ ପଦ୍ଯ) କ୍ରି — ସୁନ୍ଦରୀ, ଶୋକ ତା କହଣା ନ ଯାଇ। ପ୍ରାଚୀ, ପ୍ରତାପ, ଶଶିସେଣା।