କହ (ଧାତୁ) Kaha (root)

  • ଓଡ଼ିଆ (ସଂ. କଥ) — କହିବା — To speak
  • ଓଡ଼ିଆ (ସଂ. କଥ) — ଅନୁରୋଧ କରିବା — To request
  • ଓଡ଼ିଆ (ସଂ. କଥ) — ବାକ୍ୟ ଉଚ୍ଚାରଣ କରିବା — To utter words
  • ଓଡ଼ିଆ (ସଂ. କଥ) — ପ୍ରକାଶ କରିବା — To express
  • ଓଡ଼ିଆ (ସଂ. କଥ) — (ଯଥା—ତା ଚେହେରା ତ ତା ମନର ଭାବକୁ କହି ଦେଉଛି।)