କସ୍ତାକସ୍ତି Kastākasti

  • ଦେ. ବି. (ଆ. କୁସ୍ତୀ) — କୁସ୍ତାକୁସ୍ତି (ଦେଖ)) — Kustākusti (See)
  • ଦେ. ବି. (ଆ. କୁସ୍ତୀ) — (ସଂ. କଷ୍ଟ) ଅତିଶୟ କଷ୍ଟ — Much difficulty
  • ଦେ. ବି. (ଆ. କୁସ୍ତୀ) — ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ପହଞ୍ଚିଯିବ। ଫକୀରମୋହନ. ଗଳ୍ପସ୍ୱଳ୍ପ।