କସିଦା Kasidā
- ଦେ. ବି. (ସଂ. କଷାୟ) — କଢ଼; କଢ଼ି — Bud
- ବୈଦେ. (ଫା.) ବି. — ବେଲ୍ବୁଟ୍ଟା; ଲୁଗା ଉପରେ ଛୁଞ୍ଚିଦ୍ୱାରା ସୂତାରେ କରା ଯାଇଥିବା ଫୁଲ; କଢ଼ି ଓ ବୁଟା ଆଦିର କାମ — Needle-work made on a cloth
- ବୈଦେ. (ଫା.) ବି. — ଜରିବୁଟା କଞ୍ଜ କସିଦା ପଡ଼ି, କୁସୁମ୍ଭା ରଙ୍ଗେ ଯାଇଅଛି ଜଡ଼ି—କବିସୂର୍ଯ୍ୟ, ଚନ୍ଦ୍ରକଳା।