କସିକାସି ହେବା Kasikāsi hebā

  • ଦେ. କ୍ରି — କୃପଣ ହେବା — To be niggardly
  • ଦେ. କ୍ରି — କୁଣ୍ଠିତ ହେବା — To hesitate
  • ଦେ. କ୍ରି — କୌଣସି ଶ୍ରମସାଧ୍ୟ କର୍ମ ପାଇଁ ଲୁଗାପଟା ଭିଡ଼ି ପ୍ରସ୍ତୁତ ହେବା — To be ready or equipped for some onerous work