କସପୀ ନଚାଇବା Kasapi nachāibā

  • ଦେ. କ୍ରି. — (ଲକ୍ଷଣାର୍ଥ) ଅତି ଅଲାଜୁକ ହେବା; ଅତି ନିର୍ଲ୍ଲଜ ହୋଇ ପ୍ରକାଶ୍ୟରେ ଅନୈତିକ କାର୍ଯ୍ୟ କରିବା — To become too shameless a sensualist and depraved
  • ଦେ. କ୍ରି. — ନର୍ତ୍ତକୀଙ୍କ ନୃତ୍ୟ ସମୟରେ ବାଦ୍ୟ ବଜାଇବା — To play music in accompaniment to the dancing of prostitutes or dancing girls