କଷ୍ଟଶ୍ରିତ Kashṭaṡrita

  • ସଂ. ବିଣ. ପୁଂ. ( 2 ୟା ତତ୍; କଷ୍ଟ+ଶ୍ରିତ) — କଠୋର ବ୍ରତ ଧାରଣ କରିଥିବା — Practising a very severe austerity or vow
  • ସଂ. ବିଣ. ପୁଂ. ( 2 ୟା ତତ୍; କଷ୍ଟ+ଶ୍ରିତ) — କଷ୍ଟ ଭୋଗ କରିଥିବା — One who has suffered much