କଷ୍ଟମଷ୍ଟେ Kashṭamashṭe

  • ଦେ. କ୍ରି. ବିଣ. (ଅନର୍ଥକ ଦ୍ୱିତୀୟ ଅଂଶର ପ୍ରୟୋଗ) — ଅତି କଷ୍ଟରେ; ଅତି ଆୟାସସହକାରେ — With much difficulty
  • ଦେ. କ୍ରି. ବିଣ. (ଅନର୍ଥକ ଦ୍ୱିତୀୟ ଅଂଶର ପ୍ରୟୋଗ) — ଯେ କୌଣସିମତେ; ଯେନକେନ ପ୍ରକାରେ — Anyhow