କଷ୍ଟଜୀବୀ Kashṭajībī

  • ସଂ. ବିଣ. (କଷ୍ଟ+ଜୀବ୍ ଧାତୁ=ଜୀଇଁବା+କର୍ତ୍ତୃ. ଇନ୍ 1 ମା. 1 ବ) — ଯେ କଷ୍ଟରେ ଜୀବିକା ନିର୍ବାହ କରେ — Earning livelihood with great difficulty; earning a scanty livelihood
  • ସଂ. ବିଣ. (କଷ୍ଟ+ଜୀବ୍ ଧାତୁ=ଜୀଇଁବା+କର୍ତ୍ତୃ. ଇନ୍ 1 ମା. 1 ବ) — ଯେ ଅନେକ କଷ୍ଟ ଭୋଗକରି ବଞ୍ଚିଥାଏ — Living with great suffering