କଷ୍ଟକାରକ Kashṭakāraka

  • ସଂ. ବି. ( 6 ଷ୍ଠୀ ତତ୍; କଷ୍ଟ=କ୍ଳେଶ+କାରକ=କର୍ତ୍ତା; କାରଣ) — ସଂସାର — The world
  • ସଂ. ବିଣ. — ଦୁଃଖଜନକ — Causing hardship