କଷ୍ (ଧାତୁ) Kash (root)

  • ସଂ — ଘଷିବା — To rub
  • ସଂ — ରାମ୍ପିବା — To scratch
  • ସଂ — ଛେଲିବା — To scrape
  • ସଂ — କୁଣ୍ଡେଇ ହେବା — To itch
  • ସଂ — କଷଟିପଥରରେ ଘଷି ପରୀକ୍ଷା କରିବା — To rub with a touchstone; to test
  • ସଂ — ଆଘାତ କରିବା — To hurt
  • ସଂ — ବଧ କରିବା — To kill; to destroy