କଷିଲା Kashilā

  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ଷଣ) — ପରିଶ୍ରମୀ — Laborious
  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ଷଣ) — କୃଷିକାର୍ଯ୍ୟରେ ପରିଶ୍ରମୀ ଓ ଦକ୍ଷ — Skilful and laborious in agriculture