କଷିତ Kashita

  • ସଂ. ବିଣ. (କଷ୍ ଧାତୁ=ପରୀକ୍ଷା କରିବା+କର୍ମ. ତ) — କଷଟିରେ ପରୀକ୍ଷିତ (ସୁନା) — (gold) Tested with touchstone
  • ସଂ. ବିଣ. (କଷ୍ ଧାତୁ=ପରୀକ୍ଷା କରିବା+କର୍ମ. ତ) — ଆଘାତପ୍ରାପ୍ତ — Hurt