କଷାବାସ Kashābāsa

  • ଦେ. ବି. (ସଂ. କଷାୟ+ବାସଃ) — ଗେରୁ ଆଦିଦ୍ୱାରା ରଞ୍ଜିତ ବସ୍ତ୍ର — Cloth dyed with red ochre
  • ଦେ. ବି. (ସଂ. କଷାୟ+ବାସଃ) — ପିନ୍ଧିଲେ କଷାବାସ ସାବିତ୍ରୀ ସୁନ୍ଦରୀ—କୃଷ୍ଣସିଂହ, ମହାଭାରତ, ବନ।