କଳ୍ପନାଫଳ Kaḻpanāphaḻa
- ଦେ. ବି. — କଳ୍ପନାରୂପ ଫଳ — Fancy compared to a fruit
- ଦେ. ବି. — କଳ୍ପନା ଶକ୍ତି ଚାଳନ ଜନିତ ବସ୍ତୁ — The result of exercising one's power of imagination
- ଦେ. ବିଣ. — କଳ୍ପନାନୁରୂପ ଫଳଦାନକାରୀ (ବୃକ୍ଷାଦି) — (trees) Giving fruits according to one's desires
- ଦେ. ବିଣ. — କଳ୍ପନା—ଫଳ ତରୁଗଣେ କଳ୍ପ ଆଛାଦି ଫଳମାନେ—ଭୁପତି. ପ୍ରେମପଞ୍ଚାମୃତ।