କଳ୍କିପୁରାଣ Kaḻkipurāṇa

  • ସଂ. ବି — ପୁରାଣବିଶେଷ — Name of a Hindu mythological book
  • ସଂ. ବି — [ଦ୍ର—ଏହା ଅନୁ-ଭାଗବତ ନାମରେ ପ୍ରସିଦ୍ଧ; ଏଥିରେ କଳ୍କୀଦେବଙ୍କର ବିବରଣ ବର୍ଣ୍ଣିତ ଅଛି।]