କଳିମଞ୍ଜ Kaḻiman̄ja
- ଗ୍ରା.ବି. (ସଂ. କଦଳୀ+ମଜ୍ଜା) — ମଞ୍ଜା; କଦଳୀ ଗଛ ମଝିରେ ଶୁକ୍ଲ କୋମଳ କାଣ୍ଡ — The kernel- stalk inside the trunk of a plantain tree
- ଗ୍ରା.ବି. (ସଂ. କଦଳୀ+ମଜ୍ଜା) — [ଦ୍ର—ଏହାକୁ ତରକାରୀ ଓ ରାଇତା କରି ଖିଆଯାଏ; ଏହା ଶୂଳ ରୋଗ ଓ ମୂତ୍ରକୃଚ୍ଛ୍ରରେ ଔଷଧରୂପେ ବ୍ଯବହୃତ ହୁଏ।]