କଳିବର୍ଜ୍ୟ Kaḻibarjya
- ସଂ. ବିଣ. ( 7 ମୀ ତତ୍; କଳି+ବର୍ଜ୍ୟ) — ଶାସ୍ତ୍ର ଅନୁସାରେ କଳିଯୁଗରେ ଯେଉଁସବୁ କର୍ମ ବର୍ଜନୀୟ ବା କରିବା ଉଚିତ ନୁହେ — (acts) Prohibited to be done in the Kaḻi Age according to the Hindu Codes
- ସଂ. ବିଣ. ( 7 ମୀ ତତ୍; କଳି+ବର୍ଜ୍ୟ) — [ଦ୍ର—ଗୋମେଦ, ଅଶ୍ୱମେଧ, ଦେବର ଦ୍ୱାରା ନିଯୋଗ ବିଧିରେ ପୁତ୍ରୋତ୍ପାଦନ, ଶ୍ରାଦ୍ଧରେ ପଶୁମାଂସ ଦ୍ୱାରା ପିଣ୍ଡଦାନ, ସମୁଦ୍ରଯାତ୍ରା ସ୍ୱୀକାର, ସନ୍ୟାସ ଆଦି କଳିଯୁଗରେ କରଣୀୟ ନୁହେ।]