କଳିପ୍ରିୟ Kaḻipriya
- ସଂ. ବିଣ. (ବହୁବ୍ରୀହି; କଳି ଅଟେ ପ୍ରିୟ ଯାହାର) — କଳହପ୍ରିୟ — Quarrelsome
- ସଂ. ବି — ନାରଦମୁନିଙ୍କର ନାମ — A name of sage Nārada
- ସଂ. ବି — [ଦ୍ର—ପ୍ରବାଦ ଅଛି ଯେ ନାରଦ ଋଷି ସତ କଥାକୁ ଶ୍ଲେଷ ଓ ଦ୍ୱିଅର୍ଥଯୁକ୍ତ କରି କହି ଦେବତା ଓ ରାଜା ଆଦିଙ୍କ ମଧ୍ୟରେ କଳି ଭିଆଉଥିଲେ।]
- ସଂ. ବି — ବାନର — Monkey; ape