କଳିଦ୍ରୁମ Kaḻdruma

  • ସଂ. ବି — ବିଭୀତକ ବା ବାହାଡ଼ା ଗଛ — The Belerica myrobalan (tree)
  • ସଂ. ବି — [ଦ୍ର—ନଳ ରାଜାଙ୍କ ଛିଦ୍ରାନ୍ୱେଷଣ କରିବା ନିମନ୍ତେ ଶରୀରଧାରୀ କଳି ଏହି ବୃକ୍ଷରେ ଆଶ୍ରୟ ଗ୍ରହଣ କରିଥିଲେ।]